
Utkaliya Durga Puja starts today... || ଉତ୍କଳୀୟ ଦୁର୍ଗୋତ୍ସବ ଶୁଭାରମ୍ଭ...
ଆଜି ଦେବୀ ଙ୍କ ଦେବୀଉତ୍ଥାପନ ଏବଂ ସହସ୍ରକୁମ୍ଭାଭିଷେକ। ଆଜି ଠୁ ଆରମ୍ଭ ହେଲା ମା ଙ୍କ ଷୋଳ ଦିନାତ୍ମକ ଯାତ୍ରା।
Today is Maa's debiuthapana and sahasrakumbhabhishek. From today her soladinatmaka jatra begins.